STORYMIRROR

ଘର କାରାଗାର ନୁହେଁ ସୁସ୍ଥ ରହିବା। ହାତ ମୁହଁ ସଫା ରଖିବା ବାହାରକୁ ଗଲେ ମାସ୍କ ପିନ୍ଧିବା କାମ ନଥିଲେ ଘରେ ରହିବା କଟକଣା ମାନି ଚଳିବା ସାବୁନ ରେ ହାତ ନିତି ଧୋଇବା କାମ ନାହିଁ ଯଦି ଘରେ ରହିବା ଘରେ ଜନମ ବାସ ଚଟପଟି କଳିହୁଡ଼ି ସଂଗୀତ ମଲା

Oriya ଘରେ ରହିବା Poems